Tuesday, October 13, 2026
Home ଆଞ୍ଚଳିକ ଗୁଣପୁର ମହାବିଦ୍ୟାଳୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ।

ଗୁଣପୁର ମହାବିଦ୍ୟାଳୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ।

33


ଗୁଣୁପୁର , ୨୪/୦୧/୨୨ (ଜିଲ୍ଲା ଖବର ) : ଆଜି ସ୍ଥାନୀୟ ଗୁଣୁପୁର ମହାବିଦ୍ୟାଳୟ ପରିସରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।

ଅନୁଷ୍ଠାନର ଅଧ୍ୟକ୍ଷ ବାମଦେବ ମିଶ୍ର ପୁଷ୍ପ ମାଲ ଅର୍ପଣ କରି ନେତାଜୀ ଙ୍କ ଜୀବନୀ ବିଷୟରେ କହିଥିଲେ। ଏଥିରେ ପ୍ରାଧ୍ୟାପକ ଶଶୀ ଭୂଷଣ ମହାନ୍ତି,ମହେଶ୍ବର ରାଓ କ୍ରୀଡା ଶିକ୍ଷକ ଦେବ ପ୍ରସାଦ ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ।


ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ,ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।