Home ଆଞ୍ଚଳିକ ପୂର୍ବତନ କର୍ପୋରେଟର ତଥା ସମାଜ ସେବୀ ଆର୍ ମୁରଲୀ ମୋହନ ଜନ୍ମ ଦିନକୁ ଏକ ନିଆରା...

ପୂର୍ବତନ କର୍ପୋରେଟର ତଥା ସମାଜ ସେବୀ ଆର୍ ମୁରଲୀ ମୋହନ ଜନ୍ମ ଦିନକୁ ଏକ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ।

111

ବ୍ରହ୍ମପୁର, ୨୦/୦୧/୨୨ (ଜିଲ୍ଲା ଖବର ) : ପୂର୍ବତନ କର୍ପୋରେଟର ତଥା ସମାଜସେବୀ ଆର୍ ମୁରଲୀ ମୋହନ ଜନ୍ମ ଦିନ କୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି।

ଫ୍ରେଣ୍ଡସ ଫରେଭର୍ ଓ ରାଧାକୃଷ୍ନ ବଣିକ ସଂଘ ପକ୍ଷରୁ ଆୟୋଜିତ କରାଯାଇଥିଲା।

ତୁଳସୀ ନଗର ଅଚଂଳବାସୀ,ଜୀବନ ବିନ୍ଦୁ ଓ ରେଡକ୍ରସ ରକ୍ତ ଭଣ୍ଡାର ମିଳିତ ଆନୁକୂଲ୍ୟରେ ଜନ୍ମ ଦିନ କୁ ସ୍କରଣୀୟ କରିବା ପାଇଁ ଅନୁଷ୍ଠିତ ହୋଇଥିଲା ମେଗା ରକ୍ତ ଦାନ ଶିବିର ।

ସକାଳ ୮। ରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ରକ୍ତ ଦାନ ଶିବିରରେ ୩୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଅତିଥି ଭାବେ ବିଧାୟକ ବିକ୍ରମ ପଣ୍ଡା, ସାଂସଦ ଚନ୍ଦ୍ର ଶେଖର ସାହୁ, ଗଞ୍ଜାମ ଜିଲ୍ଲାର ଜୀବନ ବିନ୍ଦୁ ସଂଜଯୋକ ସୁଭାଶଚନ୍ଦ୍ର ମହାରଣା,ସମାଜସେବୀ ଅରକ୍ଷିତ ଜେନା, ଆର୍ ମୂରଲୀ ମୋହନଙ୍କ ମା ଆର୍ ସାବିତ୍ରୀ ଯୋଗ ଦେଇ ଥିଲେ। ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳାଇ, ମହାନଗର ଯୁବ ବିଜେଡି ସଭାପତି ଅଜିତ ପଣ୍ଡା, ସଂଜିତ ପାଣିଗ୍ରାହୀ, ବିଜେଡି ନେତା ସୁଧିର ରାଉତ,ରଜନିଶ ମିଶ୍ର,ସୁରେନ୍ଦ୍ର ମହାରଣା,ଜଗନ୍ନାଥ ସାବତ, ପୂର୍ବତନ କର୍ପୋରେଟର ତିରୁପତି ପାତ୍ର, ମମତା ପାତ୍ର, ଅନିଲ ନାୟକ, ଦୁର୍ଗା ପଣ୍ଡା,ରାଜେଶ୍ୱର ବେହେରା, ମମତା ବିଷୋଇ,ଏମ ତେଜୀଶର,ରାକେଶ ସାହୁ,ମଧୁମିତା ମାଝୀ,ମମତା ପାତ୍ର,ମହିଳା ମହାନଗର ସଭାପତି ସନୋଲି ଗନ୍ତାୟତ,ଲକ୍ଷ୍ମୀ ପ୍ରିୟ ପାଢ଼ୀ,ଏମ ସୁଜାତା ପାତ୍ର,ବରିଷ୍ଠ ବିଜେଡି ନେତା ମାନେ ଯୋଗ ଦେଇଥିଲେ। ମୁରଲୀ ଲୁଚାପଡା ରୋଡ ସ୍ଥିତ ଜରା ନିବାସ,ଏମ୍ କେ ସି ଜି ମେଡିକାଲ ପରିସରରେ ରୋଗୀ ଓ ସମ୍ପର୍କୀୟ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମକୁ ରାଧାକୃଷ୍ନ ବଣିକ ସଂଘର କର୍ମକର୍ତ୍ତା ମନୋଜ କୁମାର ସାହୁ,ତିରୁପତି ସୁବୁଦ୍ଧି, ଶ୍ରୀ କାନ୍ତ ପାଣିଗ୍ରାହୀ, ମନୋରଞ୍ଜନ ପଟ୍ଟନାୟକ,ସୁଶୀଳ ସେନାପତି,କାଳୀଚଣର ତ୍ରିପାଠୀ, ବାବୁ ପଟ୍ଟନାୟକ, କେ ସନ୍ତୋଷ ସୁବୁଦ୍ଧି,ସତ୍ୟ ପାତ୍ର,ସୁବାସ ଚନ୍ଦ୍ର ପାତ୍ର, ସହଯୋଗ କରିଥିଲେ ।

ଯୁବ ବିଜେଡ଼ି ରାଜ୍ୟ ସମଦକ ମୁକୁନ୍ଦ ଗୌଡ,ଏସ୍ ଏ ଖଳିଲ, ଏଲ୍ ରବି,କେ ରବି, ଆର୍ କ୍ରୀଷ୍ଣା ରେଡ୍ଡି, ଟୁନା ମହାରଣା, ଅଭିନ ସୁନ୍ଦର ବେହେରା, ଅରୁଣ କୁମାର ଗରୁଡ,ଦିଲ୍ଲୀପ ପାତ୍ର,କେ ମୁନ୍ନା ରେଡ୍ଡି, ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ମୁରଲୀଙ୍କ ପରିବାରର ମା ଆର୍ ସାବିତ୍ରୀ, ପତ୍ନୀ ଆର୍ ପାଭନୀ ରହି ରକ୍ତଦାତା ମାନଙ୍କୁ ସ୍ୱାଗତ କରିଥିଲେ ।