Sunday, November 15, 2026
Home ଆଞ୍ଚଳିକ ଆଜି ପଂଚାୟତ ନିର୍ବାଚନ ଚତୃର୍ଥ ଦିନ ।

ଆଜି ପଂଚାୟତ ନିର୍ବାଚନ ଚତୃର୍ଥ ଦିନ ।

81


୨୦/୦୧/୨୨ (ଜିଲ୍ଲା ଖବର ) : କୁକୁଡାଖଣ୍ଡି ବ୍ଲକର ଲୋଚାପଡା ଗ୍ରାମପଞ୍ଚାୟତ ପୃର୍ବତନ ସରପଞ୍ଚ ମିନତୀ ବେହେରା ଓ ୨ ନମ୍ବର ୱାର୍ଡ ମେମ୍ବର ପାଇଁ ରଜନୀ ବେହେରା ନିଜ ନିଜ ସମର୍ଥକ ସହିତ ଆସି ଲୋଚାପଡା ସ୍କୁଲରେ ନାମାଙ୍କନ ଦାଖଲ କଲେ । ଚଳିତ ବର୍ଷ ୱାର୍ଡ ମାନଙ୍କରେ ପୂର୍ବରୁ ଥିବା ନାମଗୁଡିକୁ ଅଦଳ ବଦଳ ହୋଇ ଥିବାରୁ ବହୁ ଆଶାୟୀ ପ୍ରାର୍ଥୀ ନିରାଶ ହୋଇଛନ୍ତି । ତେଣୁକରି ସବୁ ପ୍ରାର୍ଥୀ ମାନଙ୍କୁ ଲଢେଇ ଜୋରଦାର ହେବ।