ଟିମ୍ ହ୍ୟୁମlନିଟି ର କରୋନା, ଓମିକ୍ରନ ର ସଚେତନତା ।

59


କନ୍ଧମାଳ , ୦୮/୦୧/୨୨ (ଜିଲ୍ଲା ଖବର ) : ଆଜି ଫୁଲବାଣୀ ସଦର SDPO ମହେନ୍ଦ୍ର ନାଥ ମୁର୍ମୁ,ଟାଉନ ଥାନା IIC ସୁଶାନ୍ତ ସେଠି

ଏବଂ ଟାଉନ ଥାନା ଷ୍ଟାଫ୍ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳ ର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ମିଳିତ ସହଯୋଗ ରେ କରୋନା

ଏବଂ ଓମିକ୍ରନ କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରଯାଇଥିଲା l

ଚାଲନ୍ତୁ ଯାଇ ପଚାରି ବୁଝିବା ଲୋକନାଥ ରାଜୁ ଙ୍କୁ କଣ ପ୍ରତି ଉତ୍ତର ଦେଇଛନ୍ତି l

ଫୁଲବାଣୀ ରୁ ପ୍ରତାପ ଦିଗାଲ ଙ୍କ ସହିତ ଗୌରପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର।