ଆଜିଠୁ ହୀରାକୁଦ ଜଳ ଭଣ୍ଡାରରେ ପକ୍ଷୀ ଗଣନା

59

ସମ୍ବଲପୁର,୦୭/୦୧/୨୨ (ଜିଲ୍ଲା ଖବର ) : ଚାଲିଛି ପର୍ଯ୍ୟାୟ କ୍ରମେ ପକ୍ଷୀ ଗଣନା। ତେବେ ଆଜିଠୁ ହୀରାକୁଦ ଜଳ ଭଣ୍ଡାରରେ ଆରମ୍ଭ ହେଲା ପକ୍ଷୀ ଗଣନା । ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ପକ୍ଷୀ ଗଣନା ।

ମୋଟ୍ ୫୩୩ ବର୍ଗ କିଲୋମଟର ଏରିଆରେ ହେବ ଏହି ପକ୍ଷୀ ଗଣନା । ଏହି ଗଣନାରେ ୩୮ଟି ଗ୍ରୁପକୁ ସାମିଲ କରାଯାଇଥିବା ବେଳେ, ୧୭ଟି ଏକ୍ସପର୍ଟ ଗ୍ରୁପ୍ ରହିଛନ୍ତି ।