
କଟକ,୦୭/୦୧/୨୨ (ଜିଲ୍ଲା ଖବର ) : କଟକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଥମେ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହା ପରେ କଟକ ରେଲୱେ ଷ୍ଟେସନର ଉନ୍ନୟନମୂଳକ କାମର ଶୁଭାରମ୍ଭ କରିଛନ୍ତି । ମାଆଙ୍କ ଦର୍ଶନ କରି କରୋନା ମହାମାରୀ ଦୂର ହେବା ଏବଂ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରାର୍ଥନା କରିଥିଲେ ।



