
କନ୍ଧମାଳ , ୦୬/୦୧/୨୨ (ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ର ତିଲକପଡା ନିକଟ ରେ ଭାରସ୍ୟାମ ହରାଇ ଭାରତ ବେଞ୍ଚ୍ ଗାଡି ଗଛରେ ବାଡ଼େଇ ହେଇଚି l

ଡ୍ରାଇଭର ଗୁରୁତର ହେଇ ଥିବାରୁ ଫୁଲବାଣୀ ମେଡିକାଲ ରେ ଚିକିତ୍ସା ହେଉଛନ୍ତି l ତିଲକପଡା ରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଉଛି l ନା ଏଥିପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ l

ପ୍ରଶାସନ ଯଦି ଏହl ଉପରେ ନଜର ଦିଅନ୍ତେ ବହୁତ ଲୋକଙ୍କ ଜୀବନ ବଞ୍ଚି ଯାଅlନ୍ତା l
କନ୍ଧମାଳ ଜିଲ୍ଲା ତିଲକପଡା ରୁ ପ୍ରତାପ ଦିଗାଲ ଙ୍କ ସହିତ ଗୌରପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର



