
ଶେରଗଡ଼ , ୦୫/୦୧/୨୨ (ଜିଲ୍ଲା ଖବର ) : ଆଜିଠୁ ସାରା ରାଜ୍ୟରେ ଦଶମ ଶ୍ରେଣୀ ପିଲାଙ୍କ ସମେଟିଭ ଆସେସମେଣ୍ଟ -୧ ପରୀକ୍ଷା ଆରମ୍ଭ |

ଏହି ପରୀକ୍ଷା ରେ ପ୍ରତ୍ୟେକ ବିଷୟରେ କେବଳ ସଂକ୍ଷିପ୍ତ ପ୍ରଶ୍ନ ଜଣାପଡିଛି |ଏଥିପାଇଁ ଶେରଗଡ଼ ବ୍ଲକ ରେ ମୋଟ ଏକ ହଜାର ଆଠ ସହ ପରୀକ୍ଷାର୍ଥୀ ରହିଥିବାବେଳେ ପ୍ରଥମ ଦିନରେ ଏକ ହଜାର ଛ ଶହ ଚଉଷଠି ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡିଛି |

ମୋଟ ବ୍ଲକରେ ସତେଇଶି ଟି ହାଇସ୍କୁଲ ଥିବାବେଳେ ଆଠଟି ପରୀକ୍ଷା କେନ୍ଦ୍ର ହୋଇଛି ଏବଂ ଦୁଇଟି ସ୍ବିଫ୍ଟ ରେ ପରୀକ୍ଷା ଚାଲିଛି, ସମ୍ପୂର୍ଣ କୋଭିଡ କଟକଣା ଭିତରେ, ମାସ୍କ, ସାନିଟାଇଜ଼, ସମଦୂରତା ଭିତରେ ପିଲାଏଁ ପରୀକ୍ଷା ଦେଉଥିବା କହିଛନ୍ତି ଶେରଗଡ଼ ବି ଆର ସି |


