Home ଆଞ୍ଚଳିକ ମେଘା ପ୍ରକଳ୍ପ ମନମୁଖୀ ପ୍ରଶାସନ ନିରବ ।

ମେଘା ପ୍ରକଳ୍ପ ମନମୁଖୀ ପ୍ରଶାସନ ନିରବ ।

76

ନବରଙ୍ଗପୁର,୦୫/୦୧/୨୨ (ଜିଲ୍ଲା ଖବର ) : ନନ୍ଦାହାଣ୍ଡି ବ୍ଳକ ମେଣ୍ଟ୍ରି ଠାରେ ମେଘା ପ୍ରକଳ୍ପ ଯୋଜନା ରେ ସବୁ ଗାଁ ମାନଙ୍କରେ ପାନୀୟ ଜଳ ପାଇଁ କଂରିଟ ରାସ୍ତା କୁ ଖୋଳି ପାଇପ ଲାଇନ ପୋତାଯାଇଛି ।

କିନ୍ତୁ ଖାଲ ଗୁଡାକୁ ମାଟି ଦେଇ ଢାଙ୍କି ଦେଇଛନ୍ତି ।

ଫଳରେ ଗାଡି ଯିବାଆସିବା ରେ ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି l ଆଜି ମେଣ୍ଟ୍ରି ଠାରେ ଧାନ ବୋଝେଇ ଟ୍ରକ OR ୧୦ F ୪୭୯୭ ଗାଡି ଟି ଖାଲରେ ଦଵି ଯିବା ଫଳରେ ଜଇଣ୍ଟ ଟି ଭାଙ୍ଗି ଯାଇଥିଲା । ସେହି ସ୍ଥାନରେ ଗ୍ରାମ ମଧ୍ୟରେ ଯିବା ଆସିବା ଅସୁବିଧା ହେଉଥିଲା l ଗ୍ରାମର ଲୋକ ମେଘା ପ୍ରକଳ୍ପ ଠିକ ଭାବେ କାମ କରୁନ ଥିବା ଅଭିଯୋଗ କରିଛନ୍ତି l

ନବରଙ୍ଗପୁର ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ।