
ନବରଙ୍ଗପୁର,୦୪/୦୧/୨୨ (ଜିଲ୍ଲା ଖବର ) : ସରକାର ନିର୍ଦ୍ଦେଶ ଅନୁଯାଇ ଜାନୁଆରୀ ମାସ ପ୍ରଥମରୁ ୧୫ ରୁ ୧୮ ବର୍ଷ ପିଲା ମାନଙ୍କୁ କରୋନା ଟୀକା ନିର୍ଦ୍ଦେଶପରେ ବାଦୀଗୁଡାଠାରେ ଆରମ୍ଭ ହୋଇଯାଇଛି l

ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ଅନ୍ତର୍ଗତ ବାଦୀଗୁଡା ଅଙ୍ଗନୱାଡି ସେଣ୍ଟର ଠାରେ ଦିଆଯାଇଛି ସେଥିରେ ପ୍ରାୟ ୬୦ ଜଣ ଙ୍କୁ ପ୍ରଥମ ଦିନ ଦିଆଯାଇଛି l

A N M ଶ୍ରୀ ମତୀ କୁଜେଶ୍ବରୀ ମାଝୀ,ଟୀକାଦାତା ଶ୍ରୀ ଶଙ୍କରଷଣ ବିଷୋୟୀ,D.O ଶ୍ରୀ ନିରଞ୍ଜନ ବିଷୋୟୀ,ଆଶା ଶ୍ରୀ ମତୀ ପ୍ରଫୁଲ କୁମାରୀ ହରିଜନ ଉପସ୍ଥିତ ରହିଥିଲେ ।



