Tuesday, October 13, 2026
Home ଆଞ୍ଚଳିକ ଶୁଣିଲେନି ସରକାର, ଅଣ୍ଟାଭିଡିଲେ ଚାଷୀ

ଶୁଣିଲେନି ସରକାର, ଅଣ୍ଟାଭିଡିଲେ ଚାଷୀ

65

କୋରାପୁଟ, ୦୪/୦୧/୨୨ (ଜିଲ୍ଲା ଖବର ) : ଡ୍ୟାମ ମରାମତି କଲେନି ସରକାର ଶେଷରେ ନିଜ ଜମିରେ ଜଳ ଯୋଗାଣ ପାଇଁ ଅଣ୍ଟାଭିଡିଲେ ଚାଷୀ। କୋରାପୁଟ ସେମିଳିଗୁଡ଼ାରେ ଦେଖିବାକୁ ମିଳିଛି ଏଭଳି ଚିତ୍ର।

ଚାରାଙ୍ଗୁଲ ଗ୍ରାମପଞ୍ଚାୟତର ରାଜା ମୁଣ୍ଡା ଡ୍ୟାମ ମୋରାମତି ନିମନ୍ତେ ଦୀର୍ଘ ୧୫ ବର୍ଷ ହେବ ଚାଷୀମାନେ ଦାବି କରି ଆଶୁଥିବା ବେଳେ, ପ୍ରଶାସନ କେନାଲ ନିର୍ମାଣ କଲାନି। ଶେଷରେ ନିରାସ ଅଞ୍ଚଳବାସୀ ନିଜ ଜମିରେ ଜଳ ଯୋଗାଣ ପାଇଁ ଅଣ୍ଟା ଭିଡିଲେ । ଏବଂ ଆରମ୍ଭ କରିଛନ୍ତି କେନାଲ ମରାମତି କାମ।