
ନବରଙ୍ଗପୁର , ୨୯/୧୨/୩୧ (ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଳାରେ ସାମ୍ବାଦିକମାନଙ୍କୁ ନେଇ ସମ୍ପତ୍ତିକ ପରିସ୍ଥିତିରେ ସାମ୍ବାଦିକ ଭୂମିକା କଣ ଏହି ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ସେଥିରେ ସାମ୍ବାଦିକ ମାନଙ୍କର ଲକ୍ଷ କଣ,ଉଦ୍ଦେଶ୍ୟ କଣ,ସାମ୍ବାଦିକ ମାନଙ୍କର ସମସ୍ୟା ଓ ନବରଙ୍ଗପୁର ଜିଲ୍ଳାର ସମସ୍ୟା କୁ ନେଇ ବିଶ୍ରୁତ ଭାବେ ଆଲୋଚନା କରାଯାଇଛି l

ସମସ୍ତ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଦେବା ସହ ଯାହା ଵି ସମସ୍ୟା ହେଲେ ପ୍ରଶାସନ ସହିତ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି l

ନବରଙ୍ଗପୁର ଜିଲ୍ଳାପାଳ ଶ୍ରୀ କମଳ ଲୋଚନ ମିଶ୍ର, p d drda ଶ୍ରୀ ରତ୍ନାକର ସାହୁ,ଅତିରିକ୍ତ ଜିଲ୍ଳା ପାଳ ଶ୍ରୀ ଭାସ୍କର ରଇତ,dipro ଶ୍ରୀ ହଳଧର ନିଆଲ ଓ ନବରଙ୍ଗପୁର ଜିଲ୍ଳା ମିଡ଼ିଆର ପ୍ରାୟ ୫୦ ଜଣ ସାମ୍ବାଦିକ ଯୋଗଦେଇଥିଲେ l



