Tuesday, October 20, 2026
Home ଅପରାଧ ପୋଖରୀରେ ବୁଡ଼ି ବୃଦ୍ଧ ମୃତ ।

ପୋଖରୀରେ ବୁଡ଼ି ବୃଦ୍ଧ ମୃତ ।

91

ବେଲଗୁଣ୍ଠା, ୨୯ ୧୨/୨୧ ( ଜିଲ୍ଲା ଖବର ) : ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି I ସୂଚନା ପ୍ରକାରେ କେନ୍ଦୁପଦର ଗ୍ରାମର ନକୁଳ ପଲେଇ (୮୫) ଗ୍ରାମର ମନ୍ଦିର ନିକଟସ୍ଥ ଏକ ପୋଖରୀକୁ ସକାଳ ୯ ଘଣ୍ଟା ସମୟରେ ଶୌଚ ହୋଇ ଗାଧୋଇବା ହେବା ପାଇଁ ଯାଇଥିବା ବେଳେ ଗୋଡ଼ ଖସି ଯାଇ ପୋଖରୀରେ ବୁଡ଼ି ଯାଇଥିଲେ I ଫଳରେ ସେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି I