
୨୫/୧୨/୨୧ (ଜିଲ୍ଲା ଖବର ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀ ଅଟଳ ବିହାରି ପଜପେୟୀ ଙ୍କ ୯୭ ତମ ଜନ୍ମତିଥି ଅବସରରେ ଆଜିର ଦିନକୁ କୁ ସୁଶାସନ ଦିବସ ରୂପେ ସାରା ଭାରତ ରେ ପାଳନ କରାଯାଇଛି, ଏହି ଅବସରରେ ଗଞ୍ଜାମ ଜିଲ୍ଲା ଦ୍ୱାରା ଭାରତୀୟ ଜନତା ପାର୍ଟି ଗଂଜାମ ଜିଲ୍ଲା ପାର୍ଟି ଅଫିସ ଆଜି ସନ୍ଧ୍ୟା ୫.୦୦ ଘଣ୍ଟା ସମୟରେ ଆନୁଷ୍ଟିତ ହେବା ସହ, ବାଜପାୟୀ ଙ୍କ ସ୍ମୃତି ଚାରଣ କରାଯାଇଛି ।

ଏହି ଅବସରରେ ଗତକାଲି ଗଞ୍ଜାମ ଜିଲ୍ଲା ର ଅଦିତ୍ୱ ନେତା ଶ୍ରୀ ରାମ କୃଷ୍ଣ ପଟନାୟକ ଙ୍କ ବିୟୋଗ ରେ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଛି ।

ଏହି ସଭା ରେ, ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ମଧୁ ସୂଦନ ସାହୁ, ବରିଷ୍ଠ ବିଜେପି ନେତା ଡ଼. ସୁବାଷ ସାହୁ, ରାଜ୍ୟ ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ମହନ୍ତ ଚିନ୍ମୟ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଷଡ଼ଙ୍ଗୀ, ଜିଲ୍ଲା ସାଧାରଣ ସମ୍ପାଦକ ଏନ. ରାଜେନ୍ଦ୍ର କୁମାର,ଜିଲ୍ଲା ଉପସଭାପତି ପରେଶ ରଥ, ଜିଲ୍ଲା ଉପସଭାପତି ମନୋଜ ପଟନାୟକ, ବରିଷ୍ଠ ବିଜେପି ନେତା ନିରଞ୍ଜନ ପାଣିଗ୍ରାହୀ, ନମିତା ପଣ୍ଡା,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରାୟ, D କରୁଣା କର ପ୍ରବୀର ପାତ୍ର, , ବୁଟୁ ଶତପଥୀ,ଦେବୀ ପାଢ଼ୀ,ଶିବ ଶତପଥୀ,ଶିବ ନାୟକ, ବିନାୟକ ରଥ,, ମଧୁ ସୁଦନ ସାହୁ, ବିନୋଦ ସିଂ, ଅଜୟ ନାୟକ, ବାବୁଲା ସାହୁ, ଆକାଶ ଦାସ, ରଘୁନାଥ ପାତ୍ର, ଙ୍କ ସହ ବହୁ ବିଜେପି କାର୍ଯକର୍ତ୍ତା ଉପସ୍ଥିତ ଥିଲେ ।


