
ବ୍ରହ୍ମପୁର , ୨୩/୧୨/୨୧ (ଜିଲ୍ଲା ଖବର ) : ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଲୋଚାପଡା ଗ୍ରାମ ପଞ୍ଚାୟତର ସମସ୍ତ ରାସନ କାର୍ଡ ହିତାଧିକାରି ମାନଙ୍କୁ ୧୦୦୦ (ହଜାରେ)ଟଙ୍କା ଦିଆଯାଇଛି ।
ଲୋଚାପଡା ସରପଞ୍ଚ ମିନତୀ ବେହେରା, ଭାଇସ ଚେୟାରମେନ ଲଷ୍ମୀପ୍ରିୟା ସାହୁ,ସହାୟକ ଯନ୍ତ୍ରୀ ରାମହରୀ ସାହୁ,ଯୋଗାଣ ସହାୟକ ସୁଜିତ ପ୍ରଧାନ, କର୍ମଚାରୀ କୃଷ୍ଣ ମହାରଣା ଉପସ୍ଥିତ ରହି ଓ ସ୍ବେଛାସେଵି ଗଣେଶ, ସଂଗ୍ରାମ ରହି ଟଙ୍କା ବାଣ୍ଟିବାରେ ସାହାଯ୍ୟ କରିଥିଲେ ।



