Monday, October 12, 2026
Home ଅପରାଧ ଦୁର୍ବୂତ ନିଆଁ ଲଗାଇ ୧୦ ଭରଣ ଧାନ ପୋଡ଼ି ପାଉଁଶ ।

ଦୁର୍ବୂତ ନିଆଁ ଲଗାଇ ୧୦ ଭରଣ ଧାନ ପୋଡ଼ି ପାଉଁଶ ।

164

୨୨/୧୨/୨୧ (ଜିଲ୍ଲା ଖବର ) : ଦୁର୍ବୃତ ନିଆଁ ଲଗାଇ ଦେବା ଫଳରେ 10 ଭରଣ କଟା ହୋଇ ରହିଥିବା ଧାନ ପୋଡି ପାଉଁଶ ହୋଇ ଯାଈଛି।

ଶେରଗଡ ବ୍ଲକ ଧବଳପୁର ପଞ୍ଚାୟତ ଶୋଳଶୋଳା ଗ୍ରାମର ଜାଗିଲି ରାଉତ,ବନବାସ ପାତ୍ର, ଡି.ପଦ୍ମ ପାତ୍ରଙ୍କ କଟା ହୋଇ ଅମଳ ପାଇଁ ରହିଥିବା ମୋଟ 10 ଭରଣ ଧାନ ଗଦା ରେ ଦୁର୍ବୃତ ରାଗରେ ନିଆଁ ଲଗାଇ ଦେବା ଫଳରେ ପୋଡି ପାଉଁଶ ହୋଈଯାଈଛି।

ଖବର ପାଇ ଶେରଗଡ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।