Wednesday, October 14, 2026
Home ଆଞ୍ଚଳିକ ଧାନ ମଣ୍ଡି ଉଦ୍ ଘାଟିତ ।

ଧାନ ମଣ୍ଡି ଉଦ୍ ଘାଟିତ ।

101

ବିଷମକଟକ , ୨୨/୧୨/୨୧ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍କକ୍ ଚାଟିକଣା ଗ୍ରାମର ନିୟନ୍ତ୍ରଣ ବଜାର କମିଟି ଗୃହ ଠାରେ ଆଜି ଧାନ ମଣ୍ଡି ଉଦ୍ ଘାଟିତ ହୋଇଯାଇଛି।

ଏହି ଧାନ ମଣ୍ଡି କୁ ବରିଷ୍ଠ ଆଇ CVନ୍ ଜୀବି ଶ୍ରୀ ପୃଥିବୀ ରାଜ ସାହୁ ଉଦ୍ ଘାଟନ କରିଥିଲେ। ଏହି ଧାନ ମଣ୍ଡି ରେ ପ୍ରଥମ ପର୍ଯ୍ୟାୟରେ ୨୭୨.୭୬ କୁଇଣ୍ଟାଲ୍ କିଣା ଯାଇଥିଲା।

ଏହି ଧାନ ମଣ୍ଡି ରେ ବିଷମକଟକ ସମବାୟ ସମିତିର ଏ ମ୍ ଡି ସାନ୍ତୁନ କୁମାର ସାହୁ, କେତେକ ମିଲରସ୍, ଚାଷୀ, ଓ ନିୟନ୍ତ୍ରଣ ବଜାର କମିଟିର ସମସ୍ତ କର୍ମଚାରୀ, ଓ ସମବାୟ ସମିତିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।