
୨୧/୧୨/୨୧ (ଜିଲ୍ଲା ଖବର ) : ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପିଏ ଚିତରଞ୍ଜନ ପଲେଇଙ୍କ ରହସ୍ୟଜନକ ମୃତ୍ୟୁ ମାମଲା । ପରିବାର ଲୋକ ଖୋଲିଲେ ମୁହଁ । କହିଲେ ଚିତ୍ତରଞ୍ଜନକୁ ହତ୍ୟା କରାଯାଇଛି । ଜଗା ସବୁ ଜାଣିଛି । ଶେଷ ନିଶ୍ୱାସ ଯାଏଁ ଲଢେଇ ଜାରି ରହିବ ।
ସେପଟେ ଆଜି ୩ ଜଣଙ୍କର ପୁଣି ହେବ ଲାଏ ଡିଟେକ୍ସନ ଟେଷ୍ଟ । ଗତକାଲି ୭ ଘଣ୍ଟା ଧରି ହୋଇଥିଲା ଲାଏ ଡିଟେକ୍ସନ ଟେଷ୍ଟ । ୩ ଜଣ ମଧ୍ୟରେ ଅଛନ୍ତି ଜଣେ ମହିଳା ।



