
ଭୁବନେଶ୍ୱର, ୨୧/୧୨/୨୧ (ଜିଲ୍ଲା ଖବର ) : STFକୁ ବଡ଼ ସଫଳତା । ୨ ଜଣ ବ୍ରାଉନସୁଗାର ବେପାରୀ ଗିରଫ । 1 କେଜି 90 ଗ୍ରାମ ବ୍ରାଉନସୁଗର ଜବତ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୯୦ହଜାର ଟଙ୍କା ହେବ । ଗିରଫ ୨ ଜଣ ହେଲେ ଡେଙ୍କାନାଳର ରାକେଶ ସାହୁ ଓ ସନ୍ତୋଷ ସାହୁ । ୨୦୨୦ରୁ ଏପର୍ଯ୍ୟନ୍ତ ୪୪ କେଜିରୁ ଅଧିକ ବ୍ରାଉନସୁଗର ଜବତ କରିଛି STF ।


