ବେଆଇନ ଭାବେ କରାଯାଉଛି ଗୋରୁ ଚାଲାଣ

50

ଭଦ୍ରକ, ୨୧/୧୨/୨୧ (ଜିଲ୍ଲା ଖବର ) : ବେ ଧଡକ ଭାବେ ଚାଲିଛି ଗୋଚାଲାଣ।  ଭଦ୍ରକ ନାଇକାଣିଡିହି ଅଞ୍ଚଳରୁ ୨ଟି ଗୋରୁ ବୋଝେଇ ଗାଡ଼ି ଜବତ । ବେଆଇନ ଭାବେ ଗୋରୁ ଚାଲାଣ ବେଳେ ଗାଡିକୁ ଧରି ଥାନାରେ ଜିମା ଦେଲେ ବଜରଙ୍ଗ ଦଳର କର୍ମୀ ।

୧୭ରୁ ଅଧିକ ଗାଈ ରାଜ୍ୟ ବାହାରକୁ ଚାଲାଣ ବେଳେ ଖବର ପାଇ ଗାଡ଼ିକୁ ଅଟକାଇଥିଲେ ବଜରଙ୍ଗ ଦଳର କର୍ମୀ । ଘଟଣାସ୍ଥଳରୁ ୨ ଗାଡିର ଡ୍ରାଇଭର ଫେରାର ହୋଇଯାଇଛନ୍ତି ।