Monday, November 16, 2026
Home ଆଞ୍ଚଳିକ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ପରଲୋକ

ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ପରଲୋକ

91

ଶେରଗଡ,୨୦/୧୨/୨୧ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଶରଗଡବ୍କକ ନରେନ୍ଦ୍ର ପୁର ଗ୍ରାମ ରେଆଜିସକାଳଏଗାରଟାସମୟରେନିଜବାସଭବନରେଭଜରାମପଲେଇକଂପରଲୋକଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୯୭ବର୍ଷ ବୟସ ହୋଇ ଥିଲା ।ମୃତ୍ୟୁ ଶଯ୍ଯାନିକଟରେବହୁଆତ୍ମିୟସଦସ୍ଯଉପସ୍ଥିତଥିଲେ।ସେନରେନ୍ଦ୍ରପୁରପଂଚାୟତରୁତିନିଥରସରପଂଚଓଶେରଗଡବ୍ଳକରୁଥରେକଂଗ୍ରେସଟିକଟରେଜିଲାପରିଷଦସଭ୍ଯରୂପନିର୍ବାଚିତହୋଇଥିଲେ।ଭଜରାମ ବିୟୋଗରେ ଶେରଗଡ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।ସମାଜ ସେବୀବରିଷ୍ଠସାମ୍ବାଦିକଡାକ୍ତରହୃଷୀକେଶମହାନ୍ତି,ଭଜରାମ କଂ ପରଲୋକରେଗଭୀରଶୋକପ୍ରକାଶକରିଛନ୍ତି।