Monday, October 12, 2026
Home ଅପରାଧ ପିଏମ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ ବ୍ୟକ୍ତି

ପିଏମ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ ବ୍ୟକ୍ତି

84

୨୦/୧୨/୨୧ (ଜିଲ୍ଲା ଖବର ) :  ପିଏମ ଆବାସ ଯୋଜନାରେ ଦୁର୍ନୀତି ହେଉଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ଜାହିର କରୁଛନ୍ତି । ଯାହାକୁ ବିରୋଧ କରି ଆଜି ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପିଏମ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣି ଢାଳିହେଲେ କିରୋସିନ ।

ସେପଟେ ଅନ୍ୟ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଯାଉଥିବା କହିଲେ ଛବିଲାଲ ସାହୁ । ଏହି କାରଣରୁ ସେ କିରାସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା କହିଛନ୍ତି । ଜିଲ୍ଲାପଳ ଏହାର ତଦାରଖ କରନ୍ତୁ ବୋଲି ଲୋକେ ଦାବି ଜଣାଇଛନ୍ତି।