ବଲାଙ୍ଗୀରରେ ଯୁବକଙ୍କ ଘରେ ପଶି ହତ୍ୟା କଲେ ଦୂର୍ବୃତ୍ତ

36

ବଲାଙ୍ଗୀର,୧୮/୧୨/୨୧ (ଜିଲ୍ଲା ଖବର ) :  ବଲାଙ୍ଗୀର ସହର ଗାନ୍ଧୀନଗର ପଡାରେ ଯୁବକଙ୍କୁ ହତ୍ୟା । ଯୁବକଙ୍କ ଘରେ ପଶି ହତ୍ୟା କଲେ ଦୁଇ ଜଣ ଦୂର୍ବୃତ୍ତ । ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା । ଘଟଣାସ୍ଥଳରେ ଟାଉନଥାନା ପୋଲିସ ପହଞ୍ଚି ଛାନଭିନ୍ କରୁଛି ।