
ବିଷମକଟକ , ୧୫/୧୨/୨୧ (ଜିଲ୍ଲା ଖବର ) : ବିଷମକଟକ ପ୍ରେସ କ୍ଲବ ଠାରେ ମନୋଜ କୁମାର ପାତ୍ର ଙ୍କ ଦେହାନ୍ତ ଶୋକ ଅନୁଷ୍ଠିତ ହୋଇଥିଲା । ଶୋକ ସଭାରେ ମନୋଜ କୁମାର ପାତ୍ର ଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଓ ତାଙ୍କ ପରିବାର କୁ ସଂଘ ତରଫରୁ ସାହାଯ୍ୟ ସହଯୋଗ ଯାହା ଆବଶ୍ୟକ ପଡେ ତାହା ଯୋଗାଇ ଦିଆଯିବ ବୋଲି ନିଷ୍ପତି ନିଆଯାଇଥିଲା l

ଉକ୍ତ ଶୋଭାରେ ବିଷମକଟକ ପ୍ରେସ କ୍ଲବ ସଭାପତି ଶ୍ରଯୁକ୍ତ ପ୍ରୁଥିବୀରାଜ ସାହୁ,ବରିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ଦିଲୀପ ପଟ୍ଟନାୟକ,ଶ୍ରୀକାନ୍ତ ବଲଭାଇ,ଶିବ ନରେନ୍ଦ୍ର,କାଶୀନାଥ ପାଳ,ଗୁପ୍ତ କୁସୁଲିୟା,ଗୌତମ ଉଲକା,ପ୍ରସନ କୁମାର ପଣ୍ଡା, ଶ୍ରୀନିବାସ ଗୁଡଲା,ଅଶ୍ୱିନ କୁମାର ସେଠୀ,ମନୋଜ କୁମାର ପ୍ରଧାନୀ,ପ୍ରମୁଖ ଉପସ୍ଥିତ ଥିଲେ l


