
ଫୁଲବାଣୀ , ୧୫/୧୨/୨୧ (ଜିଲ୍ଲା ଖବର ) : ଆଜି ସରକାରୀ ସ୍ଵୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ on line ପରୀକ୍ଷା କରିବାକୁ ଦାବୀ କରି ବ୍ରହ୍ମପୁର ଫୁଲବାଣୀ ରାସ୍ତା ଅବରୋଧ କରିଛନ୍ତି ।
ବର୍ତ୍ତମାନ କଲେଜ ରେ ରେଗୁଲାର କ୍ଲାସ ହେଉଥିବରୁ ସେମିଷ୍ଟାର୍ ଗୁଡିକ ସରକାରୀ ନିର୍ଦେଶ କ୍ରମେ ପରୀକ୍ଷା ଗୁଡିକ ଅଫ୍ ଲାଇନ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି କିନ୍ତୁ ପିଲାମାନେ ଏହାକୁ ବିରୋଧ କରି ଅନ ଲାଇନ ପରୀକ୍ଷା କରିବାକୁ ଜିଦି ଧରି ରାସ୍ତାରୋକ କରିଛିନ୍ତି |
ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ୍ ଦିଗାଲ ଙ୍କ ରିପୋର୍ଟ୍ ଜିଲ୍ଲା ଖବର





