
୧୫/୧୨/୨୧ (ଜିଲ୍ଲା ଖବର ) : ବଦଳିଲେ ପୋଲିସ ଡିଜିପି । ଅଭୟଙ୍କ ବଦଳରେ ନୂଆ ଡିଜିପି ହେଲେ ଆଇପିଏସ୍ ସୁନୀଲ କୁମାର ବଂଶଲ । ରାଜ୍ୟ ପୋଲିସର ନୂଆ ଡିଜିପି ନେଇ ଚାଲିଥିବା ଚର୍ଚ୍ଚାର ହୋଇଛନ୍ତି ଅନ୍ତ । ବରିଷ୍ଠ ଆଇପିଏସ୍ ସୁନୀଲ ବଂଶଲ ହେବେ ରାଜ୍ୟ ପୋଲିସର ନୂଆ ମୁଖିଆ । ସୁନୀଲ ବଂଶଲଙ୍କ ନାଁ ଉପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମା ବଂଶଲ।


