ବାଲିଗୁଡା ମିନିଷ୍ଟାଡିୟମଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।

43

ବାଲିଗୁଡା ମିନିଷ୍ଟାଡିୟମଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ଏହି ଟୁର୍ଣ୍ଣାମେଣ୍ଟ ୨୯-୬-୨୦୧୯ ଠାରୁ ଆରମ୍ଭ ହୋଇ ୧୪/୭/୧୯ ରେ ଶେଷ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ଟି ଟିମ ଭାଗ ନେଇଥିଲେ । ଟୁର୍ଣ୍ଣାମେଣ୍ଟରେ ରୂପକ ଓ ମାହି ଦୁଇଟି ଟିମ ମଧ୍ୟରେ ଫାଇନାଲ ମେଚ ଖେଳା ଯାଇଥିଲା , ରୂପକ ଟିମ ବିଜୟୀ ଲାଭ କରିଥିଲେ । ଏହି ମ୍ୟାଚରେ ମେନ ଅଫ ଦା ସିରିଜ ଗଣେଶ ଓ ମେନ ଅଫ ଦି ମ୍ୟାଚ କାର୍ତ୍ତିକ ପାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ସେକ ସାଦିକ, ସୁଶାନ୍ତ ଦାସ , ଦିଲୀପ ପାତ୍ର ପ୍ରମଖୁ ଯୋଗଦେଇଥିଲେ , ଏହି ଟୁର୍ଣ୍ଣାମେଣ୍ଟେ କୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ଦର୍ଶକଙ୍କ ଭିଡ଼ ଜମିଥିଲା ।