Friday, November 13, 2026
Home ଆଞ୍ଚଳିକ ପୁଲୱାମା ରାଜପୁରା ଅଞ୍ଚଳରେ ଏନକାଉଣ୍ଟର

ପୁଲୱାମା ରାଜପୁରା ଅଞ୍ଚଳରେ ଏନକାଉଣ୍ଟର

8

୧୫/୧୨/୨୧ (ଜିଲ୍ଲା ଖବର ) :  ପୁଲୱାମା ରାଜପୁରା ଅଞ୍ଚଳରେ ଏନକାଉଣ୍ଟର । ଏନକାଉଣ୍ଟରରେ ସୁରକ୍ଷକାର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା । ଏବେ ବି ଏନକାଉଣ୍ଟର ଜାରି ରହିଥିବା ନେଇ ଜମ୍ମୁକାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।