Wednesday, October 14, 2026
Home ଅପରାଧ ଆଜି ଝାରପଡ଼ା ଜେଲରେ ଦୁବାସି ଶଙ୍କରକୁ ଜେରା କରିବ NIA

ଆଜି ଝାରପଡ଼ା ଜେଲରେ ଦୁବାସି ଶଙ୍କରକୁ ଜେରା କରିବ NIA

19

୧୫/୧୨/୨୧ (ଜିଲ୍ଲା ଖବର ) : ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଆଜି ଝାରପଡ଼ା ଜେଲରେ ଜେରା କରିବ NIA। ୨୦୧୨ ମାଲକାନଗିରି ଚିତ୍ରକୋଣ୍ଡା ବିସ୍ଫୋରଣରେ ବିଏସଏଫ୍ କମାଣ୍ଡାଣ୍ଟ ଓ ୩ ଯବାନଙ୍କ ମୃତ୍ୟୁ ମାମଲାରେ ଜେରା କରିବ ୩ ଜଣିଆ ଟିମ୍।

 ଜେରା ପାଇଁ ଅନୁମତି ପ୍ରଦାନ କରିଛନ୍ତି ସ୍ବତନ୍ତ୍ର NIA କୋର୍ଟ। ସେପ୍ଟେମ୍ବର ୯ରେ କୋରାପୁଟ ବୈପାରୀଗୁଡ଼ା ପୁଲିସ ହାତରେ ଧରାପଡ଼ିଥିଲା ଶଙ୍କର।

 ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଏକାଧିକ ହିଂସାକାଣ୍ଡରେ ସେ ସମ୍ପୃକ୍ତ ଅଛନ୍ତି । ତାଙ୍କ ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା।