Sunday, October 11, 2026
Home ଅପରାଧ ଭୁବନେଶ୍ୱରରେ ଗତ ୧୦ ତାରିଖରେ କଂଗ୍ରେସ ଭବନ ରେ ପୋଲିସର ଅମାନୁଷିକ...

ଭୁବନେଶ୍ୱରରେ ଗତ ୧୦ ତାରିଖରେ କଂଗ୍ରେସ ଭବନ ରେ ପୋଲିସର ଅମାନୁଷିକ ମାଡର ପ୍ରତିବାଦ ରେ ସାରା ରାଜ୍ୟରେ ଥିବା SP ଅଫିସ ଘେରାଉ

18


୧୪/୧୨/୨୧ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନା ଓ ରଶ୍ମୀ ରଞ୍ଜନ ପଟନାୟକ ଆଦେଶ କ୍ରମେ ଭୁବନେଶ୍ୱର ପିସିସି ଅଫିସ ଭିତରେ ପୋଲିସ ମାନେ ପଶି ଛାତ୍ର କଂଗ୍ରେସ କର୍ମୀ ମାନଙ୍କୁ ମାରି ରକ୍ତାତ କରି ମାରିଥିଲେ ଓ ମମିତା ମେହର ହତ୍ୟା ମାମଲା ରେ ଦିବ୍ୟଶାଙ୍କର ମିଶ୍ର ଗିରଫ ଦାରୀ ନେଇ ବ୍ରହ୍ମପୁର S.P ଅଫିସ ଘେରାଉ କରା ଯାଇଥିଲା ।

ଏଥିରେ ଜିଲ୍ଲା ଉପସଭାପତି ମହେଶ୍ୱର ପତ୍ର, ମହିଳା ସଭାପତି ବନଜା ପଣ୍ଡା, ସମ୍ପାଦକ ଦଣ୍ଡ ପତ୍ର, ସମ୍ପାଦକ ଗୀତାଞ୍ଜଳି ସାହୁ, ବ୍ରହ୍ମପୁର ମହାନଗର(RGPRS)ସଭାପତି ସିଦ୍ଧାନ୍ତ କୁମାର ସାହୁ,ରାଜ୍ୟ ଛାତ୍ର ସମ୍ପାଦକ ଦେବାଶିଷ ମହାନ୍ତି ଓ ବହୁତ ମାତ୍ରା ରେ ମହିଳା କର୍ମୀ ଯୁବ କର୍ମୀ ଛାତ୍ର କର୍ମୀ ଉପସ୍ଥିତ ଥିଲେ ।