
ଗଜପତି,୧୪/୧୨/୨୧ (ଜିଲ୍ଲା ଖବର ) : ଓଲଟିଲା ବସ। ବସରେ ଥିବା ୩୦ଜଣ ଆହତ ହୋଇଥିବା ଜଣାପଡ଼ିଛି। କନ୍ୟା ଯାତ୍ରୀ ବସ ଓଲଟି ୩୦ ଆହତ । ଗଜପତି ଜିଲ୍ଲା ସେବକପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସୂଚନା । ବିଳମ୍ବିତ ରାତ୍ରିରେ ଗଛକୁ ପିଟି ହୋଇ ଓଲଟି ପଡିଲା ବସ୍ । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।



