Tuesday, October 20, 2026
Home ଅପରାଧ ଟ୍ରାଇଡେଣ୍ଡ MBA କଲେଜରେ ରାଗିଂକୁ ନେଇ ତୁମୁଳକାଣ୍ଡ, ଜଣେ ଆହତ

ଟ୍ରାଇଡେଣ୍ଡ MBA କଲେଜରେ ରାଗିଂକୁ ନେଇ ତୁମୁଳକାଣ୍ଡ, ଜଣେ ଆହତ

16

୧୩/୧୨/୨୧ (ଜିଲ୍ଲା ଖବର ) :  ରାଗିଂକୁ ନେଇ ତୁମୁଳକାଣ୍ଡ । ଟ୍ରାଇଡେଣ୍ଡ MBA କଲେଜରେ ଜୁନିଅର ପିଲାଙ୍କୁ ସିନିଅର ପିଲାମାନେ ରାଗିଂ କଲାବେଳେ କଲେଜରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜଣେ ଆହତ ହୋଇଥିବାବେଳେ ହସ୍ପିଟାଲରେ ଭର୍ତ୍ତି କଲେ କଲେଜ କର୍ତ୍ତୃପକ୍ଷ ।  ଏହାସହ ଇନଫୋସିଟି ପୋଲିସକୁ କଲେଜ କର୍ତ୍ତୃପକ୍ଷ ଅବଗତ କରାଇଥିବା ନେଇ ସୂଚନା ରହିଛି ।