Sunday, November 15, 2026
Home ଆଞ୍ଚଳିକ ଆଜିଠୁ ଖୋଲିବ ପ୍ରସିଦ୍ଧ ମା ତାରାତାରିଣୀଙ୍କ ପୀଠ

ଆଜିଠୁ ଖୋଲିବ ପ୍ରସିଦ୍ଧ ମା ତାରାତାରିଣୀଙ୍କ ପୀଠ

21

 ଗଞ୍ଜାମ, ୧୩/୧୨/୨୧ (ଜିଲ୍ଲା ଖବର ) : ଆଜିଠୁ ଖୋଲିବ ଗଞ୍ଜାମର ପ୍ରସିଦ୍ଧ ମା ତାରାତାରିଣୀଙ୍କ ପୀଠ। କୋଭିଡ କଟକଣାରେ ମାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଦୀର୍ଘ ମାସ ଧରି ପ୍ରଥମେ କୋଭିଡ କଟକଣା, ପରେ ପାହାଡ଼ ଉପରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଭକ୍ତଙ୍କ ପାଇଁ  ବନ୍ଦ ଥିଲା ମା ତାରାତାରିଣୀଙ୍କ ପୀଠ।

ମୁଖ୍ୟ ଫାଟକରୁ ପାହାଡ଼ ଉପରେ ମାଁଙ୍କ ପୀଠକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବସ୍‌ର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।