Home ଆଞ୍ଚଳିକ ମମିତାକୁ ନ୍ୟାୟ ପ୍ରସଙ୍ଗ: ବିଧାୟକ ଦଳର ସାକ୍ଷାତ ଉପରେ ସମସ୍ତଙ୍କ ନଜର

ମମିତାକୁ ନ୍ୟାୟ ପ୍ରସଙ୍ଗ: ବିଧାୟକ ଦଳର ସାକ୍ଷାତ ଉପରେ ସମସ୍ତଙ୍କ ନଜର

14

୧୧/୧୨/୨୧ (ଜିଲ୍ଲା ଖବର ) : ଆଜି ରାଜ୍ୟପାଳଙ୍କୁ ଭେଟିବେ ବିଜେପି ବିଧାୟକ ଦଳ । ବିଧାନସଭାରେ ମମିତା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିବା ବିଧାୟକ ଦଳର ସାକ୍ଷାତ ଉପରେ ସମସ୍ତଙ୍କ ନଜର । ସେପଟେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ବନ୍ଦକୁ ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିଛି ।

ରାଜ୍ୟରେ ଦିନକୁ ଦିନ ମମିତାକୁ ନ୍ୟାୟ ମିଳୁ ଏପ୍ରସଙ୍ଗ ଏକ ବଡ ପ୍ରସଙ୍ଗ ହୋଇ ଛିଡା ହୋଇଛି। ରାଜରାସ୍ତାରେ  ବିରୋଧୀ ବିଜେପି ଏବଂ କଂଗ୍ରେସ ନିଜର ପ୍ରସଙ୍ଗ ଉଠାଉଛନ୍ତି । କିନ୍ତୁ ଏତେଦିନ ବିତିଗଲା ପରେ ବି ନ୍ୟାୟ ମିଳୁନାହିଁ।