
ଭୁବନେଶ୍ୱର, ୧୦/୧୨/୨୧ (ଜିଲ୍ଲା ଖବର ) : STF ପଞ୍ଝାରେ ହରିଣ ଚମଡା ଚୋରା ଚାଲାଣକାରୀ । ୫ ଟି ହରିଣ ଚମଡା ସହ 2 ବେପାରୀଙ୍କୁ ଗିରଫ କଲା ଏସଟିଏଫ । ପିପିଲି ଫ୍ଲାଏ ଓଭର ନିକଟରେ ହରିଣ ଚମଡା ବିକିବାକୁ ଡିଲ୍ ଚାଲିଥିବାବେଳେ ମାଡି ବସିଲା STF । ଦୁଇ ଚୋରା ଚାଲାଣକାରୀ କୃଷ୍ଣ ଚନ୍ଦ୍ର ସ୍ୱାଇଁ, ସୁନୀଲ କୁମାର ପଲେଇ ବୋଲି ସୂଚନା ମିଳିଛି ।



