Home ଆଞ୍ଚଳିକ ପଡିଲା ହାତଗଣ୍ଠି, ଆସିଲା ବିବାହର ପ୍ରଥମ ଫଟୋ

ପଡିଲା ହାତଗଣ୍ଠି, ଆସିଲା ବିବାହର ପ୍ରଥମ ଫଟୋ

62

୧୦/୧୨/୨୧ (ଜିଲ୍ଲା ଖବର ) :  ସରିଲା ବିବାହ। ସାତ ଜନ୍ମର ସାଥି ହେବା ଦେଲେ କଥା। ଆମେ କହୁଛୁ ବଲିଉଡର ଚିକିନି ଚମେଲି କ୍ୟାଟ୍ରିନା କୈଫଙ୍କ କଥା। ହାତକୁ ଦୁଇ ହାତ ହେଲେ। ସରିଲା ଲକ୍ଷ ଲକ୍ଷ ଫ୍ୟାନ୍ସ ମାନଙ୍କର ଅପେକ୍ଷା ।

ବିକି କୌଶଲ ଏବଂ କ୍ୟାଟ୍ରିନା କାଇଫ୍ ଗତକାଲି ରୟାଲ ଓ୍ୱେଡିଙ୍ଗ କରିଛନ୍ତି । କ୍ୟାଟ୍ରିନା ଏବଂ ବିକିଙ୍କ ବିବାହର ପ୍ରଥମ ଫଟୋ ଏବେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି । ପ୍ରଶଂସକମାନେ ଏହି ମୁହୂର୍ତ୍ତକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । କ୍ୟାଟ୍ରିନା ବ୍ରାଇଡାଲ୍ ଲୁକରେ ଖୁବ ସୁନ୍ଦର ଦେଖାଯାଉଥିବାବେଳେ ବିକି ମଧ୍ୟ ବର ବେଶରେ ଭଲ ଦେଖାଯାଉଛନ୍ତି।