Home ଆଞ୍ଚଳିକ ବାଚସ୍ପତିଙ୍କ ପୋଡିୟମ ଉପରକୁ ପ୍ଲାକାର୍ଡ ଫିଙ୍ଗିଲେ ବିରୋଧୀ

ବାଚସ୍ପତିଙ୍କ ପୋଡିୟମ ଉପରକୁ ପ୍ଲାକାର୍ଡ ଫିଙ୍ଗିଲେ ବିରୋଧୀ

19

ଭୁବନେଶ୍ୱର, ୦୮/୧୨/୨୧ (ଜିଲ୍ଲା ଖବର) : 11.30 ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆରମ୍ଭ ହେଉଣୁ ପୁଣି ଘଣ୍ଟ ବାଡେଇ ପ୍ରତିବାଦ କରିଛନ୍ତି ବିରୋଧୀ । ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ପ୍ଲା କାର୍ଡ ଓ କଳା ଗାମୁଛା ଦେଖାଇ ଜୋରଦାର ପ୍ରତିବାଦ କରିଛନ୍ତି ବିରୋଧୀ ।  

ଏହାସହ ବାଚସ୍ପତିଙ୍କ ପୋଡିୟମ ଉପରକୁ ପ୍ଲାକାର୍ଡ ଫିଙ୍ଗିଥିଲେ ବିରୋଧୀ ।କଂଗ୍ରେସ ମଧ୍ୟ କଳା ଗାମୁଛା ଦେଖାଇ ଜୋରଦାର ପ୍ରତିବାଦ କରିଥିଲା । ସପ୍ତମ ଦିନରେ ବି ସ୍ୱାଭାବିକ ହୋଇପାରୁନି ଗୃହ କାର୍ଯ୍ୟ । ଫଳରେ ଆଉ 30 ମିନିଟ୍ ପାଇଁ ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି ।