Sunday, November 15, 2026
Home ଆଞ୍ଚଳିକ ଆଜି ବି ବିଧାନସଭାରେ ଘଣ୍ଟ ମାଡ କଲେ ବିରୋଧୀ, 11.30 ଯାଏଁ ଗୃହ ମୁଲତବି

ଆଜି ବି ବିଧାନସଭାରେ ଘଣ୍ଟ ମାଡ କଲେ ବିରୋଧୀ, 11.30 ଯାଏଁ ଗୃହ ମୁଲତବି

14

୦୮/୧୨/୨୧ (ଜିଲ୍ଲା ଖବର) :  ସପ୍ତମ ଦିନରେ ବି ଗୃହ ଅଚଳ । ଥମୁନି ମମିତା ତାତି । ପୁଣି ଆଜି ବିଧାନସଭାରେ ଘଣ୍ଟ ବାଡେଇ ପ୍ରତିବାଦ କଲେ ବିରୋଧୀ । ଫଳରେ ଦିନ 11.30 ଯାଏଁ ଗୃହ ମୁଲତିବ କଲେ ବାଚସ୍ପତି । ବିଜେପିର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଅଭିଯୁକ୍ତ ଗୋବିନ୍ଦ ସାହୁର ଫଟୋ ଦେଖାଇଲେ । ଏଥିରୁ ଜଣାପଡୁଛି ଯେ ଗୋବିନ୍ଦ ସାହୁ କେତେ ଶକ୍ତିଶାଳୀ ବୋଲି କହିଛି ବିଜେପି ।

ଗତକାଲି ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ଘଣ୍ଟ ବାଡ଼େଇ ଗୃହ ଭିତରେ ଓ ବାହାରେ ପ୍ରତିବାଦ କରିଥିଲା ବିଜେପି । ମମିତା ପ୍ରସଙ୍ଗରେ ହଙ୍ଗାମା ଭିତରେ 4ଟା ଯାଏଁ  ଗୃହ ମୁଲତବୀ କରିଥିଲେ ବାଚସ୍ପତି ।