Home ଅପରାଧ ଲାଇନଚ୍ୟୁତ ହେଲା ଦୁରନ୍ତୋ ଏକ୍ସପ୍ରେସ

ଲାଇନଚ୍ୟୁତ ହେଲା ଦୁରନ୍ତୋ ଏକ୍ସପ୍ରେସ

20

୦୩/୧୨/୨୧ (ଜିଲ୍ଲା ଖବର ) : ଯାତ୍ରିବାହୀ ଟ୍ରେନ୍ ଲାଇନଚ୍ୟୁତ । ଯାଜପୁର ହରିଦାସପୁର ଷ୍ଟେସନ ପାଖରେ ଦୁରନ୍ତୋ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଅଘଟଣର କାରଣ ଖୋଜୁଛନ୍ତି।

ଯାତ୍ରୀମାନଙ୍କ କହିବା ଅନୁସାରେ ଯେତେବେଳେ ଟ୍ରେନ ରହିଲା ସେମାନେ ଟ୍ରେନ୍ ଲାଇନଚ୍ୟୁତ ହେଲାବୋଲି ଜାଣିଥିଲେ।  ତା ଆଗରୁ କିଛି ଜଣା ନଥିଲା।