Sunday, November 15, 2026
Home ଆଞ୍ଚଳିକ ଖୁବ୍ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବେ ନିକ୍ ଜୋନାସ୍ ! ଇଣ୍ଡଷ୍ଟ୍ରିକୁ ନେଇ କହିଲେ ଏମିତି...

ଖୁବ୍ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବେ ନିକ୍ ଜୋନାସ୍ ! ଇଣ୍ଡଷ୍ଟ୍ରିକୁ ନେଇ କହିଲେ ଏମିତି କଥା

17

ନୂଆଦିଲ୍ଲୀ, ୦୨/୧୨/୨୧ (ଜିଲ୍ଲା ଖବର ) : ବଲିଉଡରେ ଖୁବ୍ ଶୀଘ୍ର ପ୍ରବେଶ କରିବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍ ଜୋନାସ୍ । ନିକ ତାଙ୍କର ଏକ ସାକ୍ଷାତକାରରେ ବଲିଉଡ ଫିଲ୍ମର  ବେଶ ପ୍ରଶଂସା କରିଛନ୍ତି । ଏବଂ କହିଛନ୍ତି ଯେ, ଏଠାକାର ଫିଲ୍ମ ବେଶ ପ୍ରେରଣାଦାୟକ । ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ଯଦି ତାଙ୍କୁ ଭଲ ଚରିତ୍ର ପାଇଁ ଅଫର ମିଳେ, ତେବେ ସେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ଗତ କିଛି ବର୍ଷ  ଧରି ପତ୍ନୀ ପ୍ରିୟଙ୍କାଙ୍କ ସହ  ରହି, ସେ ବଲିଉଡର ବହୁତ୍ ନିକଟତର ହୋଇ ଯାଇଛନ୍ତି । ଏବଂ ବଲିଉଡ ଇଣ୍ଡଷ୍ଟ୍ରିକୁ ସେ ଏକ ଚମକ୍ବାର ଇଣ୍ଡଷ୍ଟ୍ରି ବୋଲି ମଧ୍ୟ କହିଛନ୍ତି  ।

କେବଳ ଏତିକି ନୁହେଁ, ସେ ହିନ୍ଦୀ ଗୀତର ଖୁବ୍ ପ୍ରଶଂସା କରିବା ସହ, ନିଜ ଘରୋଇ ପାର୍ଟିରେ କେବଳ ହିନ୍ଦୀ ଗୀତ ବଜାନ୍ତି ବୋଲି କହିଛନ୍ତି ।