
୦୨/୧୨/୨୧ (ଜିଲ୍ଲା ଖବର ) : ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ବି ମମିତା ତାତି । ଗୃହ ଆରମ୍ଭର 15 ସେକେଣ୍ଡରେ ଅପରାହ୍ନ 4ଟା ଯାଏଁ ଗୃହକୁ ମୁଲତବି ଘୋଷଣା ଅପରାହ୍ନ 4ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।
ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନରେ ବି ମମିତା ହତ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ହାଙ୍ଗାମା କରିଛନ୍ତି । ଯାହାକୁ ନେଇ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି ।
ଗତକାଲି ବି ଗୃହରେ ମମିତା ପ୍ରସଙ୍ଗକୁ ନେଇ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପବିତ୍ର ଗୃହକୁ ନ ପୁରାଇବା ପାଇଁ ଧାରଣା ଦେଇଥିଲା କଂଗ୍ରେସ । ବିଜେପି ବି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ।


