
୩୦/୧୧/୨୧ (ଜିଲ୍ଲା ଖବର) : ସେୟାର ବଜାରରେ ଲାଭ କରେଇଦେବା କହି ଠକେଇ। ଦୁଇ ଠକଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ।
ଜଣେ ଯୁବକଙ୍କ ପାଖରୁ ୧୨ ଲକ୍ଷ ଠକେଇ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଦୁଇ ଠକ ସୁଶାନ୍ତ ଗୌଡ଼, ଶୁଭ୍ରାଂଶୁ ଶେଖର ପରିଡାଙ୍କୁ ଗିରଫ କଲା ପୋଲିସ ।
ଦୁଇ ଠକଙ୍କୁ ଭୁବନେଶ୍ବର ବାହାରୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ। ଦୁଇ ଠକ ଆଉ କାହା ପାଖରୁ ଏହିଭଳି ଠକଛନ୍ତି କି ନାହିଁ ତଦନ୍ତ କରୁଛି ପୋଲିସ।



