Friday, November 13, 2026
Home ଆଞ୍ଚଳିକ କୋଭିଡ ଟୀକାକରଣରେ ପଛରେ ପଡିଲା କଂଗ୍ରେସ ଶାସିତ ରାଜ୍ୟ

କୋଭିଡ ଟୀକାକରଣରେ ପଛରେ ପଡିଲା କଂଗ୍ରେସ ଶାସିତ ରାଜ୍ୟ

11

୩୦/୧୧/୨୧ (ଜିଲ୍ଲା ଖବର) :  କୋଭିଡ ଟୀକାକରଣରେ ପଛରେ ପଡିଲା କଂଗ୍ରେସ ଶାସିତ ରାଜ୍ୟ। କୌଣସି  କଂଗ୍ରେସ କିମ୍ବା ଏହାର ସହଯୋଗୀ ଶାସିତ ରାଜ୍ୟଗୁଡିକ ୯୦% ରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ ଏବଂ ୫୦% ରୁ ଅଧିକ ଲୋକଙ୍କୁ ଦ୍ୱିତୀୟ ଡୋଜ ଦେବାରେ ସକ୍ଷମ ହୋଇନାହାନ୍ତି ।

ଅନ୍ତତପକ୍ଷେ ୭ଟି ବିଜେପି ଶାସିତ ରାଜ୍ୟଗୁଡିକ ପ୍ରଥମ ଡୋଜର ୯୦% ରୁ ଅଧିକ କଭରେଜ୍ କରିଛନ୍ତି। ୮ଟି ବିଜେପି ଶାସିତ ରାଜ୍ୟ  ଦ୍ଵିତୀୟ ଡୋଜର ୫୦% କଭର କରିଛନ୍ତି।

କଂଗ୍ରେସ କିମ୍ବା ଏହାର ସହଯୋଗୀ ଶାସିତ ରାଜ୍ୟ (ପ୍ରଥମ ଡୋଜ, ୨ୟ ଡୋଜ)

ଝାଡଖଣ୍ଡ -66.2%, 30.8%

ପଞ୍ଜାବ -72.5%, 32.8%

ତାମିଲନାଡୁ -78.1%, 42.65%

ମହାରାଷ୍ଟ୍ର -80.11%, 42.5%

ଛତିଶଗଡ -83.2%, 47.2%

ରାଜସ୍ଥାନ -84.2%, 46.9%

ପଶ୍ଚିମବଙ୍ଗ -86.6%, 39.4%

ବିଜେପି ଶାସିତ ରାଜ୍ୟଗୁଡିକ (ପ୍ରଥମ ଡୋଜ, ୨ୟ ଡୋଜ):

ହିମାଚଳ ପ୍ରଦେଶ-100%, 91.9%

ଗୋଆ – 100%, 87.9%

ଗୁଜୁରାଟ -93.5%, 70.3%

ଉତ୍ତରାଖଣ୍ଡ -93.0%, 61.7%

ମଧ୍ୟପ୍ରଦେଶ -92.8%, 62.9%

କର୍ଣ୍ଣାଟକ -90.9%, 59.1%

ହରିୟାଣା -90.04% 48.3%

ଆସାମ -88.9%, 50%

ତ୍ରିପୁରା -80.5% .63.5%