Wednesday, November 11, 2026
Home ଆଞ୍ଚଳିକ କୁକୁଡାଖଣ୍ଡି ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ

କୁକୁଡାଖଣ୍ଡି ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ

60

ବ୍ରହ୍ମପୁର,୨୯/୧୧/୨୧(ଜିଲ୍ଲା ଖବର):ବ୍ରହ୍ମପୁର ଅଭିନନ୍ଦନ କଲ୍ୟାଣୀ ମଣ୍ଡପ ଠାରେ -କୁକୁଡାଖଣ୍ଡି ବ୍ଲକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଅଛି ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷକ ସଙ୍ଘ ସଭାପତି ସାରଥୀ ପାତ୍ର ଓ ସନମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷକ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମହାରଣା ଯୋଗ ଦେଇ ନୂତନ ଭାବେ ଚୟନ ହୋଇଥିବା ସଭାପତି ଶ୍ରୀମତୀ A. ପୁଷ୍ପଲତା ସମ୍ପାଦକ ଶ୍ରୀ ତ, କୋରମଣି ପାତ୍ର, ଉପସଭାପତି ହରେକୃଷ୍ଣ ଗୌଡ଼, ଉପସଭାନେତ୍ରୀ ଶ୍ରୀମତୀ ଅମିତା ପାଢ଼ୀ,କୋଷାଧକ୍ଷ କେଶବ ପାଢ଼ୀ,ସଂଯୋଜକ କୃଷ୍ଣଚନ୍ଦ୍ର ପଣ୍ଡା ଓ ଅନ୍ୟ
ସଭ୍ୟ ସଭ୍ୟା ଉପସ୍ଥିତ ରହି ଶପଥ ପାଠ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷକ ସଙ୍ଘର ଉପସଭାପତି P.ଧମରାଜୂ ରେଡ୍ଡୀ, D. ଗୌରୀ ଉପସ୍ଥିତ ରହି 2019/2020 ଓ 2020/2021ରେ ଅବସର ଗ୍ରହଣ କରିଥିବା 24ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉପ ଧଉକନ ଓ ପ୍ରଶଂସା ପତ୍ର ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା କରାଯାଇଥିଲା କୁକୁଡାଖଣ୍ଡିର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କlଯ୍ୟକ୍ରମ ସୁଚାରୁ ରୂପେ ତୁଲାଇ ଥିଲେ l