
ଗଞ୍ଜାମ, ୨୯/୧୧/୨୧(ଜିଲ୍ଲା ଖବର) : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପୁଣି ଜଣେ ସରକାରୀ ପୋଲିସ 1992ମସିହାରେ କୋରାପୁଟ ଜିଲ୍ଲରେ ଜଇନ କରିଥିଲେ 2005ରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ଡିଉଟି କରୁଥିଲେ ଆଜି ସକାଳୁ ବ୍ରହ୍ମପୁର ସେସ୍ୱାଲ ଜର୍ଜ ଙ୍କ ଦ୍ୱାରା ଜାରି ସ୍ୱର୍ଚ୍ଚ ୱାରେଣ୍ଟ ବଳରେ ଏକ କାଳୀନ ତିନୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲେ ବ୍ରହ୍ମପୁର ନିକଟ ଲୋଚାପଡା, ନିମଖଣ୍ଡି ଓ ନିଜ ଗ୍ରାମ ଭଞ୍ଜନଗର ନିକଟ ଗାମୁଣ୍ଡି ଗାଁ ରେ ଚଢେଇ କରାଯାଇ ସକାଳସମୟ ଦଶଟା ସୁଦ୍ଧା ନଗଦ ପାଞ୍ଚ ଲକ୍ଷ ସୋଉଳ (16)ହଜାର ଟଙ୍କା ସହ କିଛି ଗୁରୁତ୍ୟପୂର୍ଣ୍ଣ କାଗଜ ପତ୍ର ଭିଜିଲାନ୍ସ ହାତରେ ଲାଗିଛି ଆଜିର ଚଢ଼ାଉରେ ଜଣେ ଅତିରିକ୍ତ SP, ଦୁଇ ଜଣ DSP ପାଞ୍ଚ ଜଣ ଇନିସ୍ପେଟର ସାମିଲ ଥିଲେ ସନ୍ଧ୍ୟା ସୁଦ୍ଧା ସମୁଦାୟ ମୋଟ ଦୁଇ କୋଟି ସୋହୁଳ ଲକ୍ଷସମ୍ପତି ଠାବ ହୋଇଛି ଗୋଟିଏ ତିନି ମହଲା ଘର, ଦୁଇଟି ନବ ନିର୍ମିତ କୋଠା,ନଅ ଟି ପ୍ଲଟ, ଦୁଇଟି ବାଇକ ।
ରିପୋର୍ଟ : କୁନା ମିଶ୍ର


