
ଗଜପତି, ୨୮/୧୧/୨୧ (ଜିଲ୍ଲା ଖବର) : ଆଜି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ NCC ଦିବସ ପାଳନ କରାଯାଉଛି। କଲେଜ ପରିସରରେ କୋଭିଡ କଟକଣାକୁ କଡାକଡି ମାନି NCC ଦିବସ ପାଳନ ହୋଇଯାଇଛି ।
ଏହି ଅବସରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରଧାନ ଅଧ୍ୟାପକ ଡଃ ଭଜମନ ବେହେରା, ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ ବୃଶକେତୁ ଦାସ ଯୋଗୁଁ ଦେଇ NCC ପତକା ଉତ୍ତୋଳନ କରିଥିଲେ । ଏହି ଅବସରରେ କଲେଜ NCC ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ କଲେଜ ପରିସରରେ ପରେଡ ପରିଦର୍ଶନ କରିଥିଲେ ।



