Thursday, November 12, 2026
Home ଆଞ୍ଚଳିକ ପିତାମାତା ଏବଂ ବରିଷ୍ଠ ନାଗରିକ ଅଧିନିୟମର ରକ୍ଷଣାବେକ୍ଷଣ ଏବଂ କଲ୍ୟାଣ ୨୦୦୭ rule 20 କୁ...

ପିତାମାତା ଏବଂ ବରିଷ୍ଠ ନାଗରିକ ଅଧିନିୟମର ରକ୍ଷଣାବେକ୍ଷଣ ଏବଂ କଲ୍ୟାଣ ୨୦୦୭ rule 20 କୁ ଅନୁସାରେ ୭୮ ବର୍ଷର ମା ଙ୍କୁ ୨ ସପ୍ତାହ ମଧ୍ୟରେ ନ୍ୟାୟ ପ୍ରଦାନ କରିବା ପାଇଁ DCP ଭୁବନେଶ୍ୱର ଙ୍କୁ High court ଙ୍କ ନିର୍ଦେଶ

14

୨୮/୧୧/୨୧, ( ଜିଲ୍ଲା ଖବର) :ପିତାମାତା ଏବଂ ବରିଷ୍ଠ ନାଗରିକ ଅଧିନିୟମର ରକ୍ଷଣାବେକ୍ଷଣ ଏବଂ କଲ୍ୟାଣ ୨୦୦୭ rule 20 କୁ ଅନୁସାରେ ୭୮ ବର୍ଷର ମା ଙ୍କୁ ୨ ସପ୍ତାହ ମଧ୍ୟରେ ନ୍ୟାୟ ପ୍ରଦାନ କରିବା ପାଇଁ DCP ଭୁବନେଶ୍ୱର ଙ୍କୁ High court ଙ୍କ ନିର୍ଦେଶ |
୧.1986 ମସିହାରେ Bhubaneswar ଗୌତମ ନଗର ରେ ବାପା ମା ଜାଗା କିଣିଥିଲେ |
୨- ବାପା ମା ବୃଦ୍ଧ ଅବସ୍ଥାରେ ପୁଅ ବୋହୁ ନପଚାରିବାରୁ ଝିଅ ବାପା ମା ଙ୍କର ସେବା କରିଥିଲେ , ଯେଉଁ ଖୁସିରେ plot ର କିଛି ଅଂଶ ବାପ ମା ଝିଅ ନାମରେ କରିଥିଲେ , ଯେଉଥି ପାଇଁ ପୁଅ ବୋହୁ ଙ୍କ ଠାରୁ ନିର୍ଯ୍ୟାତନା ପାଈ 2021 june ମାସରେ ବାପା ଆର ପାରିକୁ ଚାଲିଗଲେ |
୩ – ଏହି ସମୟରେ ମା ଓ ଭଉଣୀ ଗ୍ୟାରେଜ ଘରେ ରହୁଥିଲେ , ପୁଅ ବୋହୁ ଟେକା ମାରି ଆଜବେଷ୍ଟ କଣା କରି ମା ଓ ଭଉଣୀ ଙ୍କୁ ମାଡ଼ ମାରିଲେ ଓ ବିଷ ଦେଇ ମାରିଦେବେ କହି ଧମକ ଦେଲେ |
୪-ମା 17 .10 .2021 ତାରିଖ ଦିନ ମା ଭୁବନେଶ୍ୱର ମହିଳା ଥାନାରେ ଜଣାଇଲେ ଓ ପରେ 01 .11 .2021 ଦିନ DCP ଭୁବନେଶ୍ୱର ଙ୍କୁ ଜଣାଇଲେ କିଛି ନହେବାରୁ ଆଇନୀଜୀବୀ Byomakesh Tripathy ଙ୍କ ସହଯୋଗରେ 15 November 2021 ତାରିଖ ଦିନ High court ରେ ଏକ ମାମଲା କଲେ ନ- 2055 /2021 |
୫- ସନମାନୀୟ High Court ଘଟଣା ର ଗୁରୁତ୍ୱକୁ ଉପଲବ୍ଧି କରି ମାମଲା ହେବାର ମାତ୍ର ୭ ଦିନ ମଧ୍ୟରେ DCP Bhubaneswar ଙ୍କୁ ନିର୍ଦେଶ ଦେବା ସମୟରେ Maintenance and Welfare of Parents and Senior Citizens Act 2007 କୁ ଧ୍ୟାନ ଦେଇ 14 ଦିନ ମଧ୍ୟରେ ଆବେଦନ କାରୀଣୀ ଙ୍କ କଥା ବୁଝି ତାଙ୍କୁ ନ୍ୟାୟ ପ୍ରଦାନ ପାଈ ଆଦେଶ ଦେଇଛନ୍ତି ,ମାମଲା ଟିକୁ ଆଇନୀଜୀବୀ ବ୍ୟୋମକେଶ ତ୍ରିପାଠୀ ପରିଚାଳନା କରୁଥିଲେ ତାଙ୍କୁ ସୁଶାନ୍ତ ସାହୁ ସହଯୋଗ କରୁଥିଲେ |