Tuesday, October 13, 2026
Home ଅପରାଧ ୩୫ କେଜି ଗଞ୍ଜେଇ ସହ ହୋମଗାର୍ଡ ଏବଂ ଜଣେ ବ୍ୟବସାୟ ଗିରଫ ।ଆଜି କୋର୍ଟ...

୩୫ କେଜି ଗଞ୍ଜେଇ ସହ ହୋମଗାର୍ଡ ଏବଂ ଜଣେ ବ୍ୟବସାୟ ଗିରଫ ।ଆଜି କୋର୍ଟ ଚାଲାଣ ଆନୁମାନିକ ମୂଲ୍ୟ ଚାରି ଲକ୍ଷ ଟଙ୍କା

275

ରାୟଗଡ଼ା, ୨୭/୧୧/୨୧ (ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ କେନ୍ଦୁଗୁଡା ଫାଣ୍ଡି ନିକଟ ଖମ୍ବାରିଗୁଡା ଗ୍ରାମ ରେ ନିଜ ଘରେ 35 kg ଗଞ୍ଜେଇ କୁ ପଦ୍ମପୁର ପୋଲିସ ଜବତ କରିବା ସହ ସ୍ଥାନୀୟ ହୋମଗାର୍ଡ ରମେଶ ବାହୁକ ଏବଂ ଗଞ୍ଜେଇ ବ୍ୟବସାୟୀ ଯୋନେଶ ମାଳି କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିବେ ବୋଲି ସୂଚନା ଦେଇ ଛନ୍ତି ଜବତ ଗଞ୍ଜେଇ ପଦ୍ମପୁର ରୁ ବ୍ରହ୍ମପୁର ଯାଉଥିବା ଜଣାପଡିଛି ଏବଂ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ 4 ଲକ୍ଷ ଟଙ୍କା ହେବ ବୋଲି ପଦ୍ମପୁର ପୋଲିସ ବିଶ୍ଵରଂଜନ ଦାସ ଜଣାଇଛନ୍ତି l

ପୁଣି ଖାକିରେ ଲାଗିଲା ଦାଗ।ଖମ୍ବାରିଗୁଡା ଅଞ୍ଚଳରୁ ବ୍ରହ୍ମପୁରକୁ ୩ଲକ୍ଷ ଟଙ୍କା ର ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଜଣେ ପୁଲିସ ହୋମଗାର୍ଡ ସମେତ ୨ଜଣକୁ ଗିରଫ କଲା ପଦ୍ମପୁର ପୋଲିସ…ଆଉ କିଏ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି ପୋଲିସ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।