Tuesday, October 13, 2026
Home ଅପରାଧ ପୋଖରୀରେ ବୁଡି ଶିଶୁ କନ୍ୟାର ମୃତ୍ୟୁ

ପୋଖରୀରେ ବୁଡି ଶିଶୁ କନ୍ୟାର ମୃତ୍ୟୁ

10

ମୟୂରଭଞ୍ଜ, ୨୭/୧୧/୨୧ (ଜିଲ୍ଲା ଖବର) : ପୋଖରୀରେ ବୁଡି ଶିଶୁ କନ୍ୟାର ମୃତ୍ୟୁ। ଏ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ତୋଟାପଡା ଗ୍ରାମରେ। ମାମୁଁ ଘରକୁ ଅଷ୍ଟମୀରେ ପଢୁଆଁ ହେବା ପାଇଁ ଆସିଥିବା ବେଳେ ପୋଖରୀରେ ବୁଡି ମୃତ୍ୟୁ  ହୋଇଛି। 

ମୃତ ଶିଶୁ ହେଲେ ରାଘବପୁର ପଞ୍ଚାୟତର କେନ୍ଦୁଡିଆ ଗ୍ରାମର ରାମ ହାଁସଦାଙ୍କ ୧୪ ମାସର ଶିଶୁ କନ୍ୟା ଲକ୍ଷ୍ମୀ ହାଁସଦା। ମାମୁଁ ଘର ଗ୍ରାମ ତୋଟାପୋଡ଼ାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।