Home ଅପରାଧ ଅଢେଇ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

ଅଢେଇ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

15

ମୟୂରଭଞ୍ଜ, ୨୭/୧୧/୨୧ (ଜିଲ୍ଲା ଖବର) : ଦିବାଲୋକରେ ଅଢେଇ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ। ବେତନଟୀ ପୋଲିସ ଷ୍ଟେସନରୁ ୫୦୦ ମିଟର ଦୂରରେ କଳା ପଲସରରେ ଆସି ବ୍ୟବସାୟୀଙ୍କ ଠାରୁ ଛଡେଇ କରି ଚମ୍ପଟ ମାରିଲେ ।

ଗୁରୁବାର ଆଦିବାସୀ ଦମ୍ପତ୍ତିଙ୍କ ଠାରୁ ନଗଦ ୨୫ ହଜାର ଟଙ୍କା ଲୁଟ ହୋଇଥିବା ବେଳେ ଶୁକ୍ରବାର ସମାନ ଭାବରେ ବ୍ୟବସାୟୀ ଘନଶ୍ୟାମ ଖଣ୍ଡେଲୱାଲଙ୍କ ନିକଟରୁ ଅଢେ଼ଇ ଲକ୍ଷ ଟଙ୍କ ଲୁଟ୍ ହୋଇଛି  । ପୋଲିସ ସିସି ଟିଭି ଫୁଟେଜର ସାହାଯ୍ୟ ଓ ପ୍ରତକ୍ଷଦର୍ଶୀଙ୍କ ତଥ୍ୟ ନେଇ ତନାଘନା ଆରମ୍ଭ କରିଛି ।